ଦେଖନ୍ତୁ ଭିଡିଓ ; ବାଘ ସହ ନେଇଥାନ୍ତେ ସେଲ୍‌ଫି, ହଠାତ୍‌ କଲା ଆକ୍ରମଣ, ତା’ପରେ ଯାହା ହେଲା ଥରି ଉଠିବ ଛାତି..

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଭାଇରାଲ୍‌ ହେଉଥିବା ଅନେକ ଭିଡିଓ ସଭିଁଙ୍କ ହୋସ୍‌ ଉଡାଇ ଦେଇଥାଏ । ବାଘକୁ ଦେଖିଲେ ଭୟଭୀତ ହେବା ସାଧାରଣ କଥା । କିଛି ସ୍ଥାନରେ ଏହାକୁ ପୋଷା କରି ମଧ୍ୟ ରଖନ୍ତି । ଅନେକ ସମୟରେ ଏହି ପୋଷା ଜନ୍ତୁ ନିଜ ମାଲିକଙ୍କ ଉପରେ ହିଁ ଆକ୍ରମଣ କରି ସେମାନଙ୍କ ଜୀବନ ନେଇ ଥାନ୍ତି । ଆକ୍ରମଣରେ କେତେକ ସମୟରେ ଗୁରୁତର ଆହତ ମଧ୍ୟ ହୋଇଥାନ୍ତି । ନିକଟରେ ଏଭଳି ହିଁ … Continue reading ଦେଖନ୍ତୁ ଭିଡିଓ ; ବାଘ ସହ ନେଇଥାନ୍ତେ ସେଲ୍‌ଫି, ହଠାତ୍‌ କଲା ଆକ୍ରମଣ, ତା’ପରେ ଯାହା ହେଲା ଥରି ଉଠିବ ଛାତି..