ଦେଖନ୍ତୁ ଭିଡିଓ ; ବିଚ୍‌ ରାସ୍ତାରେ ବାଇକ୍‌ ଆରୋହୀଙ୍କ ଉପରେ ଝାମ୍ପ ମାରିଲା ବାଘ..

ନୂଆଦିଲ୍ଲୀ : ଆନ୍ଧ୍ରପ୍ରଦେଶର ପବିତ୍ର ସହର ତିରୁପତିରୁ ଏକ ଆଶ୍ଚର୍ଯ୍ୟଜନକ ଓ ଭୟଭୀତ କରୁଥିବା ଘଟଣା ସାମ୍ନାକୁ ଆସିଛି । ଭିଡିଓ ଭାଇରାଲ୍‌ ହେବା ପରେ ହଇଚଇ ସୃଷ୍ଟି କରିଛି । ସାଧାରଣତଃ ବାଘର ନାଁ ଶୁଣିଲେ ଭୟଭୀତ ହେବା ସାଧାରଣ କଥା । ତେବେ ଚିନ୍ତା କରନ୍ତୁ, ବାଇକ୍‌ରେ ଯିବା ସମୟରେ ବିଚ୍‌ ରାସ୍ତାରେ ହଠାତ୍‌ ଯଦି ବାଘ ଆକ୍ରମଣ କରେ, ଅବସ୍ଥା କ’ଣ ହେବ । ଏଭଳି ହିଁ ଏକ ଭିଡିଓ ଏବେ ଦ୍ରୁତ … Continue reading ଦେଖନ୍ତୁ ଭିଡିଓ ; ବିଚ୍‌ ରାସ୍ତାରେ ବାଇକ୍‌ ଆରୋହୀଙ୍କ ଉପରେ ଝାମ୍ପ ମାରିଲା ବାଘ..