ଦେଖନ୍ତୁ ଏ କି ଦୃଶ୍ୟ ; ବାଘ ବେକରେ ଓଢଣୀ ବାନ୍ଧି ଏମିତି କଲେ ଲୋକେ..
ନୂଆଦିଲ୍ଲୀ : ରାଜସ୍ଥାନର ବୁନ୍ଦି ଜିଲାର ରାମଗଡ ବିଷଧାରୀ ଟାଇଗର ରିଜର୍ଭରୁ ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ସାମ୍ନାକୁ ଆସିଛି । ବାଘକୁ ଦେଖିବା ତ ଦୂର କଥା ନାଁ ଶୁଣିଲେ ମଧ୍ୟ ଭୟ ଲାଗେ । ମାତ୍ର ରାଜସ୍ଥାନରେ ସମ୍ପୂର୍ଣ୍ଣ ବିପରୀତ ଘଟଣା ଦେଖିବାକୁ ମିଳିଛି । ଏକ ରୋଗିଣା ଓ ଦୁର୍ବଳ ମାଆ କଲରାପତରିଆ ବାଘ ସହ ସ୍ଥାନୀୟ ଲୋକେ ଅତି ଅମାନବୀୟ କାର୍ଯ୍ୟ କରିଥିବା ଦେଖାଯାଇଛି । ଘଟଣାର ଭିଡିଓ ଏବେ … Continue reading ଦେଖନ୍ତୁ ଏ କି ଦୃଶ୍ୟ ; ବାଘ ବେକରେ ଓଢଣୀ ବାନ୍ଧି ଏମିତି କଲେ ଲୋକେ..
Copy and paste this URL into your WordPress site to embed
Copy and paste this code into your site to embed