ସଫାରି ସମୟରେ ଭିଡିଓ କରୁଥିଲେ ପର୍ଯ୍ୟଟକ: ବୁଦା ଭିତରୁ ଡେଇଁଲା ବାଘ, ତା’ପରେ.. ଦେଖନ୍ତୁ ଭିଡିଓ..

ଜୟପୁର : ଅନେକ ସମୟରେ ସୋସିଆଲ ମିଡିଆରେ ଭିନ୍ନ ଭିନ୍ନ ଭିଡିଓ ଭାଇରାଲ ହୋଇଥାଏ। ରାଜସ୍ଥାନର ରଣଥାମ୍ବୋର ଜାତୀୟ ଉଦ୍ୟାନରେ ଜଙ୍ଗଲ ସଫାରି ଉପଭୋଗ କରୁଥିବା ପର୍ଯ୍ୟଟକମାନେ ଏକ ଦୃଶ୍ୟ ଦେଖି ଭୟଭୀତ ହେବା ସହ ଆଶ୍ଚର୍ଯ୍ୟ ଚକିତ ହୋଇ ଯାଇଥିଲେ। ଏକ ବାଘ ବୁଦା ମଧ୍ୟରୁ ହଠାତ୍‌‌ ଉପରକୁ ଡେଇଁ ଏକ ଗାଈକୁ ଆକ୍ରମଣ କରିଥିଲା। ଏହି ଘଟଣା ପର୍ଯ୍ୟଟକଙ୍କ ଦ୍ୱାରା କ୍ୟାମେରାରେ କଏଦ କରାଯାଇଥିଲା, ଯାହାର ଭିଡିଓ ରଣଥାମ୍ବୋର ଜାତୀୟ ଉଦ୍ୟାନର ଅଧିକାରୀମାନେ ପୋଷ୍ଟ … Continue reading ସଫାରି ସମୟରେ ଭିଡିଓ କରୁଥିଲେ ପର୍ଯ୍ୟଟକ: ବୁଦା ଭିତରୁ ଡେଇଁଲା ବାଘ, ତା’ପରେ.. ଦେଖନ୍ତୁ ଭିଡିଓ..