ଦେଖନ୍ତୁ ଭିଡିଓ; ବାଘ ପାଟିରୁ ନିଜ ଛୁଆ ବାଛୁରୀକୁ କେମିତି ରକ୍ଷା କଲା ଗାଈ..

ନୂଆଦିଲ୍ଲୀ : ଅନେକ ସମୟରେ ଜୀବଜନ୍ତୁ ଓ ଜଙ୍ଗଲରେ ହିଂସ୍ରଜନ୍ତୁଙ୍କ ଆକ୍ରମଣର ଅନେକ ଭିଡିଓ ଦ୍ରୁତ ଗତିରେ ଭାଇରାଲ୍‌ ହେବା ସହ ଆଶ୍ଚର୍ଯ୍ୟ ଚକିତ ମଧ୍ୟ କରିଥାଏ । କିଛି ଭୟଭୀତ କରିବା ସହ ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରିଥାଏ । ବିଶେଷ କରି କିଛି ଜୀବଜନ୍ତୁ ବଡ ବଡ ଶିକାରୀଙ୍କ କିପରି ଶିକାର ହୋଇଥାନ୍ତି, ନିଜ ଜୀବନକୁ ରକ୍ଷା କରି ପାରନ୍ତି ନାହିଁ, ପୁଣି କେତେବେଳେ ଦୀର୍ଘ ସମୟ ଚେଷ୍ଟା କରି ନିଜ ଜୀବନକୁ ରକ୍ଷା … Continue reading ଦେଖନ୍ତୁ ଭିଡିଓ; ବାଘ ପାଟିରୁ ନିଜ ଛୁଆ ବାଛୁରୀକୁ କେମିତି ରକ୍ଷା କଲା ଗାଈ..