ଅଭିଶପ୍ତ ପୁଷ୍କରିଣୀ ; ଏହାର ମାଛ ଖାଇଲେ ମାନେ ହୋଇଥାଏ ମୃତ୍ୟୁ..

ନୂଆଦିଲ୍ଲୀ : ଦୁନିଆରେ ଏପରି ଅନେକ ରହସ୍ୟମୟ ସ୍ଥାନ ଓ ଜିନିଷ ରହିଛି, ଯାହା ବିଷୟରେ ଲୋକେ ସର୍ବଦା ଜାଣିବା ପାଇଁ ଇଚ୍ଛୁକ ରହିଥାଆନ୍ତି। ଏସବୁ ଜିନିଷ ସହ ଜଡିତ ଏପରି କିଛି କାହାଣୀ ରହିଛି, ଯାହା ଲୋକଙ୍କ ମଧ୍ୟରେ ଉତ୍ସାହ ଓ ରୋମାଞ୍ଚର କାରଣ ପାଲଟିଥାଏ। ତେବେ ସେଭଳି ଏକ ରହସ୍ୟମୟ ପୁଷ୍କରିଣୀ ବିଷୟରେ ଜାଣନ୍ତୁ,ଯାହାକୁ ଲୋକେ ଅଭିଶପ୍ତ ବୋଲି କୁହନ୍ତି। ଲୋକଙ୍କ କହିବାନୁଯାୟୀ, ଯେ କେହି ମଧ୍ୟ ଏହି ପୁଷ୍କରିଣୀର ମାଛ ଖାଆନ୍ତି, ସେମାନଙ୍କ … Continue reading ଅଭିଶପ୍ତ ପୁଷ୍କରିଣୀ ; ଏହାର ମାଛ ଖାଇଲେ ମାନେ ହୋଇଥାଏ ମୃତ୍ୟୁ..