ଜୁନରେ ବଜାରକୁ ଆସିବ ଏହିସବୁ ସ୍ମାର୍ଟଫୋନ, ଜାଣନ୍ତୁ କ’ଣ ରହିଛି ଫିଚର୍ସ

ସମାଜ ଡିଜିଟାଲ ଡେସ୍କ: ଯୁବପିଢ଼ିଙ୍କ ମଧ୍ୟରେ ନୂଆ ନୂଆ ସ୍ମାର୍ଟଫୋନକୁ ନେଇ ସବୁବେଳେ ଉତ୍ସାହ ରହିଥାଏ। ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ମୋବାଇଲ୍‌‌ ଫୋନ୍‌‌ ନିର୍ମାତା କମ୍ପାନୀ ବି ପ୍ରତିମାସରେ ନୂଆ ନୂଆ ଡିଜାଇନର ମୋବାଇଲ୍‌‌ ଫୋନ ବଜାରକୁ ଛାଡ଼ିଥାଆନ୍ତି। ଏହି କ୍ରମରେ ଆସନ୍ତା ଜୁନରେ ଭିଭୋ, ସାଓମି ଏବଂ ୱାନ୍‌‌ପ୍ଲସ ଭଳି କିଛି କମ୍ପାନୀ କିଛି ନୂଆ ଉତ୍ପାଦ ବଜାରକୁ ଛାଡ଼ିବାକୁ ଯୋଜନା ରଖିଛନ୍ତି। ଆସନ୍ତୁ ଜାଣିବା ସେସବୁ ନୂଆ ସ୍ମାର୍ଟଫୋନ୍‌‌ ବିଷୟରେ… Vivo X … Continue reading ଜୁନରେ ବଜାରକୁ ଆସିବ ଏହିସବୁ ସ୍ମାର୍ଟଫୋନ, ଜାଣନ୍ତୁ କ’ଣ ରହିଛି ଫିଚର୍ସ