ଜଳ ପ୍ରଦୂଷଣ ନିୟନ୍ତ୍ରଣ ସଂଶୋଧନ ବିଲ୍ ରାଜ୍ୟସଭାରେ ପାରିତ

ଡେସ୍କ: ରାଜ୍ୟସଭାରେ ଜଳ ପ୍ରଦୂଷଣ ନିରାକରଣ ଓ ନିୟନ୍ତ୍ରଣ ସଂଶୋଧନ ବିଲ୍ ୨୦୨୪ ପାରିତ ହୋଇଛି। ଜଳ ପ୍ରଦୂଷଣ ନିରାକରଣ ଓ ନିୟନ୍ତ୍ରଣ ଆଇନ, ୧୯୭୪ରେ ସଂଶୋଧନ ଆଣିବାକୁ ଏହି ବିଲରେ ବ୍ୟବସ୍ଥା ରହିଛି। ଏହି ଆଇନରେ ଜଳ ପ୍ରଦୂଷଣକୁ ରୋକିବା ଏବଂ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଗଠନ କରିବାର ବ୍ୟବସ୍ଥା ରହିଛି। ନୂଆ ବିଲ୍ ଅନୁଯାୟୀ ଅନେକ ତ୍ରୁଟିକୁ ଅପରାଧମୁକ୍ତ କରାଯିବା ସହ ଜରିମାନା ଆଦାୟ କରାଯିବ। … Continue reading ଜଳ ପ୍ରଦୂଷଣ ନିୟନ୍ତ୍ରଣ ସଂଶୋଧନ ବିଲ୍ ରାଜ୍ୟସଭାରେ ପାରିତ