ପୁଣି ​ବିବାଦର କେନ୍ଦ୍ରବିନ୍ଦୁ – ଦ କେରଳ ଷ୍ଟୋରୀ

ଡେସ୍କ: ମୁକ୍ତିଲାଭର ବର୍ଷକ ପରେ ପୁଣି ଥରେ ରାଜନୈତିକ ଝଡ଼ ସୃଷ୍ଟି କରିଛି ଦ କେରଳ ଷ୍ଟୋରୀ। ସୁଦୀପ୍ତ ସେନଙ୍କ ନିର୍ଦ୍ଦେଶିତ ଏହି ସିନେମା ଲୋକସଭା ନିର୍ବାଚନ ପୂର୍ବରୁ କେରଳରେ ଏକ ବଡ଼ ବିବାଦର କେନ୍ଦ୍ରବିନ୍ଦୁ ପାଲଟିଛି। ସରକାରୀ ଦୂରଦର୍ଶନ ପରେ ଏବେ କେରଳର କ୍ୟାଥୋଲିକ୍ ଡାଏସିସ୍ ଆଧା ଶର୍ମାଙ୍କ ଅଭିନୀତ ବିବାଦୀୟ ଚଳଚ୍ଚିତ୍ରର ପ୍ରସାରଣ ପାଇଁ ଧାଡ଼ି ବାନ୍ଧିଛନ୍ତି। ଶାସକ କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ (ମାର୍କ୍ସବାଦୀ) (ସିପିଆଇ(ଏମ୍) ଏବଂ ବିରୋଧୀ କଂଗ୍ରେସ ଏହାକୁ ସମାଲୋଚନା … Continue reading ପୁଣି ​ବିବାଦର କେନ୍ଦ୍ରବିନ୍ଦୁ – ଦ କେରଳ ଷ୍ଟୋରୀ