କେଜରିୱାଲଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ବହିଷ୍କାର କରିପାରିବେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଅବକାରୀ ନୀତି ଅନିୟମିତତା ମାମଲାରେ ଗିରଫ ହୋଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ନିଜ ପଦରୁ ଇସ୍ତଫା ଦେବାକୁ ମନା କରିଛନ୍ତି। ଅନ୍ୟପଟେ ଜେଲ୍‌ରେ ରହି ନିଜ କାର୍ଯ୍ୟାଳୟ ଚଳାଇବାକୁ କେଜରିୱାଲ ନିଷ୍ପତ୍ତି ନେଇଛନ୍ତି। ନ୍ୟାୟିକ ଦୃଷ୍ଟିକୋଣରୁ କେଜରିୱାଲ ମୁଖ୍ୟମନ୍ତ୍ରୀ ପଦ ବଜାୟ ରଖିପାରିବେ ଓ ଜେଲ୍‌ରେ ଥାଇ ନିଜର ମୁଖ୍ୟମନ୍ତ୍ରୀ କାର୍ଯ୍ୟ ତୁଲାଇବା ଲାଗି ଆଇନଗତ ସ୍ବୀକୃତି ରହିଛି। ମାତ୍ର ଜେଲ୍‌ରେ ଥାଇ ମୁଖ୍ୟମନ୍ତ୍ରୀ ଭାବେ ସରକାରୀ ଦାୟିତ୍ବ ନିର୍ବାହ କରିବା ବାସ୍ତବରେ ଆହ୍ବାନପୂର୍ଣ୍ଣ। … Continue reading କେଜରିୱାଲଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ବହିଷ୍କାର କରିପାରିବେ କେନ୍ଦ୍ର ସରକାର