ଥଲପତି ବିଜୟଙ୍କ ପାଇଁ ଅସମ୍ଭାଳ ଭିଡ଼, ଭାଙ୍ଗିଲେ ଅଭିନେତାଙ୍କ କାର୍

ହାଇଦରାବାଦ: ସାଉଥ୍ ସୁପରଷ୍ଟାର ଥଲପତି ବିଜୟଙ୍କ ପାଇଁ ପ୍ରଶଂସକ ପାଗଳ। ତାଙ୍କ ଝଲକ୍ ଟିକିଏ ପାଇବା ପାଇଁ ଜମା ହୋଇଥାଏ ଭିଡ଼। ନିକଟରେ ଅଭିନେତା ତାଙ୍କ ଆଗାମୀ ଚଳଚ୍ଚିତ୍ରର ଶୁଟିଂ ପାଇଁ କେରଳରେ ପହଞ୍ଚିଛନ୍ତି। ଏଠାରେ ପ୍ରଶଂସକମାନେ ତାଙ୍କର ଜୋରଦାର ସ୍ୱାଗତ କରିଛନ୍ତି। ବିମାନବନ୍ଦରରେ ଲୋକଙ୍କ ପ୍ରବଳ ଭିଡ଼ ଜମା ହୋଇଥିଲା। ପରିସ୍ଥିତି ଏପରି ହୋଇଥିଲା ଯେ, ଯେତେବେଳେ ଅଭିନେତା ହୋଟେଲକୁ ଯିବା ପାଇଁ କାର୍‌ରେ ବାହାରିଥିଲେ ସେତେବେଳେ ତାଙ୍କ ପଛେ ପଛେ ପ୍ରଶଂସକଙ୍କ ଭିଡ଼ ଲାଗିଥିଲା … Continue reading ଥଲପତି ବିଜୟଙ୍କ ପାଇଁ ଅସମ୍ଭାଳ ଭିଡ଼, ଭାଙ୍ଗିଲେ ଅଭିନେତାଙ୍କ କାର୍