ବିଦେଶରେ ନିଷିଦ୍ଧ ପରେ ଚେତା ପଶିଲା, ସାରା ଦେଶରେ ହେବ ମସଲା ଓ ଶିଶୁ ଖାଦ୍ୟର ପରୀକ୍ଷା

ଡେସ୍କ: ଭାରତୀୟ ଖାଦ୍ୟ ନିରାପତ୍ତା ଏବଂ ମାନକ ପ୍ରାଧିକରଣ (ଏଫ୍ଏସ୍ଏସ୍ଏଆଇ) ସାରା ଦେଶରେ ମସଲା ଏବଂ ଶିଶୁ ଖାଦ୍ୟର ମାନ ପରୀକ୍ଷା କରିବାକୁ ନିଷ୍ପତ୍ତି ନେଇଛି। ଏଫ୍ଏସ୍ଏସ୍ଏଆଇ ସମଗ୍ର ଦେଶରୁ ଏହି ସବୁ ବ୍ରାଣ୍ଡର ସମସ୍ତ ଉତ୍ପାଦଗୁଡ଼ିକର ନମୁନା ସଂଗ୍ରହ କରିବ ଏବଂ ତାହାର ଯାଞ୍ଚ କରିବ। ନିକଟରେ ଏଭରେଷ୍ଟ ଏବଂ ଏମଡ଼ିଏଚ ମସଲାରେ କୀଟନାଶକ ମିଳିଥିବା କାରଣରୁ ଏହି ପଦକ୍ଷେପ ନିଆଯାଇଛି। ସିଙ୍ଗାପୁରର ଖାଦ୍ୟ ଏଜେନ୍ସି ଏଭରେଷ୍ଟ ମସଲାର ମାଛ ତରକାରୀ ମସଲାରେ ଇଥିଲିନ୍ ଅକ୍ସାଇଡ୍ … Continue reading ବିଦେଶରେ ନିଷିଦ୍ଧ ପରେ ଚେତା ପଶିଲା, ସାରା ଦେଶରେ ହେବ ମସଲା ଓ ଶିଶୁ ଖାଦ୍ୟର ପରୀକ୍ଷା