ବିଳମ୍ବରେ ଘରକୁ ଆସୁଥିଲା, ତାଗିଦ କରିବାରୁ ମାଲିକାଣୀଙ୍କୁ ହତ୍ୟାକଲା ନାବାଳକ ଭଡାଟିଆ

ଜୟପୁର : ଭଡାଟିଆଙ୍କୁ ବିଳମ୍ବିତ ରାତିରେ ଘରକୁ ଆସିବାକୁ ନେଇ ତାଗିଦ କରିବାରୁ ଘର ମାଲିକାଣୀଙ୍କୁ ହତ୍ୟା କଲା ନାବାଳକ । ଜୟପୁରରେ ଜଣେ ମହିଳା, ଭଡାଟିଆଙ୍କୁ ବିଳମ୍ବରେ ଆସିବାକୁ ନେଇ ତାଗିଦ କରିଥିଲେ । କିନ୍ତୁ ଏହି କଥା ଉଗ୍ର ରୂପ ନେଇଥିଲା ଏବଂ ଶେଷରେ ନାବାଳକ ଜଣକ ରାଗିଯାଇ ମହିଳାଙ୍କୁ ନିର୍ମମ ହତ୍ୟା କରିଛି । ଏକ ଛୁରୀରେ ସେ ତାଙ୍କ ବେକ କାଟିବା ସହ ସାରା ଶରୀରରେ  ୩୫ରୁ ଅଧିକ ଥର ଆକ୍ରମଣ … Continue reading ବିଳମ୍ବରେ ଘରକୁ ଆସୁଥିଲା, ତାଗିଦ କରିବାରୁ ମାଲିକାଣୀଙ୍କୁ ହତ୍ୟାକଲା ନାବାଳକ ଭଡାଟିଆ