ପୁଣି ପ୍ରେମ ପାଇଁ ସ୍ୱାମୀକୁ ହତ୍ୟା ; ମାଆ-ଝିଅଙ୍କ ପ୍ରେମିକ ଜଣେ
ନୂଆଦିଲ୍ଲୀ : ରାଜା ରଘୁବଂଶୀଙ୍କ ହତ୍ୟାକାଣ୍ଡ ଏଯାଏଁ ଲୋକଙ୍କ ମନରୁ ଲିଭିନି । ସାରା ଦେଶରେ ଏହି ହତ୍ୟାକାଣ୍ଡ ଚର୍ଚ୍ଚାରେ ରହିଛି । ରାଜାଙ୍କ ପତ୍ନୀ ସୋନମ୍ ତାଙ୍କ ପ୍ରେମୀ ସହ ମିଶି ନିଜ ସ୍ୱାମୀଙ୍କ ହତ୍ୟା କରିଥିବା ଘଟଣା ହଇଚଇ ସୃଷ୍ଟି କରିଛି । ଏହା ମଧ୍ୟରେ ତେଲାଙ୍ଗାନା କୁରନୁଲରୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି, ଯାହାକୁ ଶୁଣିଲେ ଯେ କେହି ମଧ୍ୟ ସ୍ତବ୍ଧ ହୋଇଯିବେ । ଏଠାରେ ମାଆ ଓ ଝିଅ ଜଣେ … Continue reading ପୁଣି ପ୍ରେମ ପାଇଁ ସ୍ୱାମୀକୁ ହତ୍ୟା ; ମାଆ-ଝିଅଙ୍କ ପ୍ରେମିକ ଜଣେ
Copy and paste this URL into your WordPress site to embed
Copy and paste this code into your site to embed