କମ୍ ଉପସ୍ଥାନ ପାଇଁ ଦରମା କମାଇଲା ଟିସିଏସ୍
ଡେସ୍କ: ଟାଟା କନସଲଟାନ୍ସି ସର୍ଭିସେସ୍ (ଟିସିଏସ୍) କାର୍ଯ୍ୟାଳୟରେ ଉପସ୍ଥାନ ବଢ଼ାଇବା ଉଦ୍ଦେଶ୍ୟରେ ଏକ ସଂଶୋଧିତ ପରିବର୍ତ୍ତନଶୀଳ ବେତନ ନୀତି ଆରମ୍ଭ କରିଛି। ଏହି ନୀତି ଅନୁଯାୟୀ, କାର୍ଯ୍ୟାଳୟରେ ଉପସ୍ଥିତ ରହୁଥିବା କର୍ମଚାରୀଙ୍କ ବେତନ ସଂକ୍ରାନ୍ତରେ ମାନଦଣ୍ଡ ପ୍ରଣୟନ କରାଯାଇଛି। ‘ଜବରା ଫ୍ୟାନ୍’ ଗୀତ ପାଇଁ ୟଶରାଜ ଫିଲ୍ମସ ଦେବ ନାହିଁ କ୍ଷତିପୂରଣ – ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ନୂଆ ନୀତି ଅନୁଯାୟୀ, କର୍ମଚାରୀମାନେ ତ୍ରୈମାସିକ ପାଇଁ ଯେକୌଣସି ପରିବର୍ତ୍ତନଶୀଳ ଦରମା ପାଇବା ପାଇଁ ସର୍ବନିମ୍ନ ୬୦ ପ୍ରତିଶତ ଅଫିସ୍ … Continue reading କମ୍ ଉପସ୍ଥାନ ପାଇଁ ଦରମା କମାଇଲା ଟିସିଏସ୍
Copy and paste this URL into your WordPress site to embed
Copy and paste this code into your site to embed