ଏଣିକି ଏମିତି ମଧ୍ୟ ଖାଦ୍ୟ ପହଞ୍ଚାଇବ ସ୍ବିଗି

ନୂଆଦିଲ୍ଲୀ : ସ୍ବିଗି ଜଳପଥରେ ମଧ୍ୟ ନିଜ ଫୁଡ୍ ଡେଲିଭରୀ ସର୍ଭିସ୍ ଆରମ୍ଭ କରିଦେଇଛି । ଜମ୍ମୁ- କଶ୍ମୀରର ଶ୍ରୀନଗରରେ କମ୍ପାନୀ ଏହାକୁ ଆରମ୍ଭ କରିଛି । ସ୍ବିଗି ଜଣାଇଛି କି କମ୍ପାନୀ ଶ୍ରୀନଗରରେ ଡଲ ହ୍ରଦରେ ହାଉସବୋଟ୍ସ ପର୍ଯ୍ୟନ୍ତ ଖାଦ୍ୟ ପହଞ୍ଚାଇବା ପାଇଁ ନିଜ ସେବାର ବିସ୍ତାର କରିଛି । କମ୍ପାନୀର ଡେଲିଭରୀ ବୟ ଏହି ହାଉସବୋଟ୍ସ ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ସହରର ଫେମସ ଶିକାରା ଡଙ୍ଗା ବ୍ୟବହାର କରିବେ । କର୍ମଚାରୀଙ୍କ ପାଇଁ ଭାରତରେ … Continue reading ଏଣିକି ଏମିତି ମଧ୍ୟ ଖାଦ୍ୟ ପହଞ୍ଚାଇବ ସ୍ବିଗି