୧୮ ବର୍ଷ ପରେ ସୂର୍ଯ୍ୟ-କେତୁ ହେବେ ଏକାଠି : ଏହି ରାଶିଙ୍କ ଚମକିବ ଭାଗ୍ୟ, ହଠାତ୍‌ ମିଳିବ ଧନ, ଚାକିରି..

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ନିର୍ଦ୍ଦିଷ୍ଟ ସମୟରେ ଗ୍ରହ ରାଶି ପରିବର୍ତ୍ତନ କରି ଥାଆନ୍ତି । ନକ୍ଷତ୍ର ମଧ୍ୟ ପରିବର୍ତ୍ତନ କରିଥାଆନ୍ତି । ଏହାର ପ୍ରଭାବ ସମସ୍ତ ରାଶି ଉପରେ ପଡିଥାଏ । ସୂର୍ଯ୍ୟ-କେତୁ ଦୀର୍ଘ ୧୮ ବର୍ଷ ପରେ କନ୍ୟା ରାଶିରେ ଏକାଠି ହେବାକୁ ଯାଉଛନ୍ତି। ସୂର୍ଯ୍ୟ-କେତୁ ୧୬ ସେପ୍ଟେମ୍ବରରେ କନ୍ୟା ରାଶିରେ ଏକାଠି ହେବେ। ଫଳରେ କିଛି ରାଶି ବ୍ୟକ୍ତି ବିଶେଷଙ୍କୁ ଅନେକ ଲାଭ ମିଳିବ। ସୂର୍ଯ୍ୟଙ୍କୁ ସାହସ, ଆତ୍ମବିଶ୍ୱାସ ଓ ଶକ୍ତିର କାରକ ବୋଲି … Continue reading ୧୮ ବର୍ଷ ପରେ ସୂର୍ଯ୍ୟ-କେତୁ ହେବେ ଏକାଠି : ଏହି ରାଶିଙ୍କ ଚମକିବ ଭାଗ୍ୟ, ହଠାତ୍‌ ମିଳିବ ଧନ, ଚାକିରି..