ସେପ୍ଟେମ୍ବର ୨୧ରେ ସୂର୍ଯ୍ୟପରାଗ.. ଜାଣନ୍ତୁ ଭାରତରେ ଦୃଶ୍ୟମାନ କି ନୁହେଁ: କେଉଁ ରାଶି ପାଇଁ ଅତ୍ୟନ୍ତ ଶୁଭଙ୍କର, ଚାକିରି ଠାରୁ ଆରମ୍ଭ କରି ଜୀବନରେ ମିଳିବ ଅନେକ ଖୁସି..

ସେପ୍ଟେମ୍ବର ୨୧ରେ ବର୍ଷର ଶେଷ ସୂର୍ଯ୍ୟ ପରାଗ ଲାଗିବାକୁ ଯାଉଛି । ଏହା ଉପରେ ଉଭୟ ଜ୍ୟୋତିର୍ବିଦ ଓ ବୈଜ୍ଞାନିକଙ୍କ ନଜର ରହିଛି । ଏହି ଦିନ ସୂର୍ଯ୍ୟ, ଚନ୍ଦ୍ରମା ଓ ପୃଥିବୀ ଏକ ସରଳରେଖାରେ ରହିବେ । ମାତ୍ର ଭାରତରେ ଏହି ପରାଗ ଦୃଶ୍ୟମାନ ହେବ ନାହିଁ । କିନ୍ତୁ ଅନ୍ୟ କିଛି ଦେଶରେ ଏହି ପରାଗ ଦୃଶ୍ୟମାନ ହେବ । ଧାର୍ମିକ ମାନ୍ୟତାନୁସାରେ ପରାଗ ଓ ଗ୍ରହଣ ସମୟରେ ଶୁଭ କାର୍ଯ୍ୟ କରିବା ପାଇଁ … Continue reading ସେପ୍ଟେମ୍ବର ୨୧ରେ ସୂର୍ଯ୍ୟପରାଗ.. ଜାଣନ୍ତୁ ଭାରତରେ ଦୃଶ୍ୟମାନ କି ନୁହେଁ: କେଉଁ ରାଶି ପାଇଁ ଅତ୍ୟନ୍ତ ଶୁଭଙ୍କର, ଚାକିରି ଠାରୁ ଆରମ୍ଭ କରି ଜୀବନରେ ମିଳିବ ଅନେକ ଖୁସି..