ଆଉ ମାତ୍ର ୪ ଦିନ; ସୂର୍ଯ୍ୟ-ବୁଧ ଏକାଠି ପରେ ହେବ ମହା ଶକ୍ତିଶାଳୀ ଯୋଗ, ଏହି ରାଶି ହଠାତ୍‌ ହେବେ ଧନୀ, ଚାକିରି ଚିନ୍ତା ଦୂର ହେବ, ମିଳିବ ଜବରଦସ୍ତ ଲାଭ..

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସୂର୍ଯ୍ୟ ଓ ବୁଧଙ୍କୁ ମିତ୍ର ଗ୍ରହ ବୋଲି କୁହାଯାଏ । ସୂର୍ଯ୍ୟଙ୍କୁ ସମସ୍ତ ଗ୍ରହଙ୍କ ରାଜା ବୋଲି କୁହାଯାଏ । ବୁଧଙ୍କୁ ରାଜକୁମାର କୁହାଯାଏ । ୨ଟି ଗ୍ରହ ଏକାଠି ହେବା ଦ୍ୱାରା ବିଶେଷ ସଂଯୋଗ ସହ ଅତ୍ୟନ୍ତ ଶୁଭ ସଂଯୋଗ ସୃଷ୍ଟି ହୋଇଥାଏ । ବୁଧ ବୁଦ୍ଧି, ତର୍କ, ବାଣୀ, ବ୍ୟବସାୟ, ହାସ୍ୟ ଓ ପ୍ରେମର କାରକ । ସୂର୍ଯ୍ୟ ଆତ୍ମା, ନେତୃତ୍ୱ, ସ୍ୱାସ୍ଥ୍ୟ, ସରକାରୀ ପ୍ରଭାବର ପ୍ରତିନିଧିତ୍ୱ କରି ଥାନ୍ତି … Continue reading ଆଉ ମାତ୍ର ୪ ଦିନ; ସୂର୍ଯ୍ୟ-ବୁଧ ଏକାଠି ପରେ ହେବ ମହା ଶକ୍ତିଶାଳୀ ଯୋଗ, ଏହି ରାଶି ହଠାତ୍‌ ହେବେ ଧନୀ, ଚାକିରି ଚିନ୍ତା ଦୂର ହେବ, ମିଳିବ ଜବରଦସ୍ତ ଲାଭ..