୧୬ରେ ଭିଭିପାଟ୍ ସ୍ଲିପ୍ ସମ୍ପର୍କିତ ଆବେଦନର ଶୁଣାଣି
ନୂଆଦିଲ୍ଲୀ: ଭୋଟର ଭେରିଫାଏବୁଲ୍ ପେପର ଅଡିଟ୍ ଟ୍ରେଲ୍ (ଭିଭିପାଟ୍)ର ପୁନଃ ଯାଞ୍ଚ କରିବାକୁ ଦାବି କରି ହୋଇଥିବା ଏକାଧିକ ଆବେଦନ ଉପରେ ସର୍ବୋଚ୍ଚ ନ୍ୟାୟାଳୟ ଆସନ୍ତା ୧୬ ତାରିଖରେ ଶୁଣାଣି କରିବେ। ଏଥିପାଇଁ ମାମଲାକୁ ମଙ୍ଗଳବାର ତାଲିକାଭୁକ୍ତ କରାଯାଇଛି। ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ (ଇଭିଏମ୍) ମାଧ୍ୟମରେ ମତଦାନ ବେଳେ ଜଣେ ଭୋଟରଙ୍କ ଭୋଟ୍ ଠିକ ଚିହ୍ନରେ ମତଦାନ ହୋଇଛି କି ନାହିଁ କି ତା’ର ଯାଞ୍ଚ ଲାଗି ଭିଭିପାଟ୍ରୁ ଏକ କାଗଜ ସ୍ଲିପ୍ ଆସିଥାଏ। ଏହି ସ୍ଲିପ୍ରେ … Continue reading ୧୬ରେ ଭିଭିପାଟ୍ ସ୍ଲିପ୍ ସମ୍ପର୍କିତ ଆବେଦନର ଶୁଣାଣି
Copy and paste this URL into your WordPress site to embed
Copy and paste this code into your site to embed