୪ ବର୍ଷ ବିଳମ୍ବ ପାଇଁ ଏନଆଇଏକୁ କଡ଼ା ସମାଲୋଚନା, ଅଭିଯୁକ୍ତଙ୍କୁ ଜାମିନ ଦେଲେ ସୁପ୍ରିମକୋର୍ଟ

ଡେସ୍କ: ନକଲି ନୋଟ୍ ମାମଲାରେ ଦୀର୍ଘ ଦିନ ଧରି ବିଳମ୍ବ ହୋଇଥିବାରୁ ବୁଧବାର ସୁପ୍ରିମକୋର୍ଟ ଜାତୀୟ ତଦନ୍ତକାରୀ ଏଜେନ୍ସି (ଏନ୍ଆଇଏ)କୁ କଡ଼ା ସମାଲୋଚନା କରିଛନ୍ତି। ଜଷ୍ଟିସ ଜେବି ପାର୍ଦିୱାଲା ଓ ଜଷ୍ଟିସ ଉଜ୍ଜଲ ଭୂୟାଁଙ୍କୁ ନେଇ ଗଠିତ ଖଣ୍ଡପୀଠ ଅପରାଧର ଗମ୍ଭୀରତା ଯାହା ହେଉ ନା କାହିଁକି ପ୍ରତ୍ୟେକ ବ୍ୟକ୍ତିଙ୍କୁ ତ୍ୱରିତ ଶୁଣାଣିର ସାମ୍ବିଧାନିକ ଗ୍ୟାରେଣ୍ଟି ଉପରେ ଗୁରୁତ୍ୱାରୋପ କରିଛନ୍ତି। ମାମଲାର ଶୁଣାଣି ସମୟରେ ବିଚାରପତିମାନେ ମାମଲାର ଏନଆଇଏର ପରିଚାଳନାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ। “ଆପଣ … Continue reading ୪ ବର୍ଷ ବିଳମ୍ବ ପାଇଁ ଏନଆଇଏକୁ କଡ଼ା ସମାଲୋଚନା, ଅଭିଯୁକ୍ତଙ୍କୁ ଜାମିନ ଦେଲେ ସୁପ୍ରିମକୋର୍ଟ