ବଡ ଝଟକା; ସୁପ୍ରିମ ନିଷ୍ପତ୍ତି , ବଢିବ ବିଜୁଳି ବିଲ୍!
ନୂଆଦିଲ୍ଲୀ : ବଡ ଝଟକା। ପୁଣି ମହଙ୍ଗା ମାଡ ସହ ପକେଟ୍ ଉପରେ ପଡିବ ପ୍ରଭାବ। ବଢିବ ବିଜୁଳି ବିଲ୍। ଦେଶର ରାଜଧାନୀ ଦିଲ୍ଲୀରେ ବିଜୁଳି ଦର ବୃଦ୍ଧି ହେବା ନେଇ ସମ୍ଭାବନା ରହିଛି। ସୁପ୍ରିମକୋର୍ଟ ଗୋଟିଏ ମାମଲାର ଶୁଣାଣି କରିବା ସମୟରେ ଦିଲ୍ଲୀରେ ବିଜୁଳି ଦର ବୃଦ୍ଧି ପାଇଁ ଅନୁମତି ଦେଇଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି, ବିଜୁଳି ଦରରେ ବୃଦ୍ଧି ସଠିକ୍ ଭାବେ ହେବା ଉଚିିତ୍। ନ୍ୟାୟାଳୟ ବିଜୁଳି ବିଲ୍ ଦର ବଢାଇବା ପାଇଁ ଅନୁମତି … Continue reading ବଡ ଝଟକା; ସୁପ୍ରିମ ନିଷ୍ପତ୍ତି , ବଢିବ ବିଜୁଳି ବିଲ୍!
Copy and paste this URL into your WordPress site to embed
Copy and paste this code into your site to embed