ମହାକାଶରୁ ଠିକ୍ ସମୟରେ ନ ଫେରିଲେ ଏହି ରୋଗର ଶିକାର ହୋଇପାରନ୍ତି ସୁନୀତା

ସମାଜ ଡିଜିଟାଲ ଡେସ୍କ: ମହାକାଶରେ ଫସି ରହିଛନ୍ତି ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ସୁନୀତା ଓ୍ବିଲିୟମ୍ସ ଏବଂ ଆମେରିକୀୟ ମହାକାଶଚାରୀ ବ୍ୟାରି ଓ୍ବିଲମୋର। ଜୁନ ୨୬ରେ ସେମାନେ ମହାକାଶରୁ ଫେରିବାର ଯୋଜନା ଥିବାବେଳେ ବୋଇଂ ସ୍ପେଶକ୍ରାଫ୍ଟରେ ହିଲିୟମ ଗ୍ୟାସ ଲିକେଜ୍ କାରଣରୁ ସେମାନଙ୍କ ଫେରିବା ଅଭିଯାନକୁ ସ୍ଥଗିତ ରଖାଯାଇଛି। ତେବେ ଉଭୟଙ୍କ ଫେରିବା ସମୟ ଯେତିକି ବିଳମ୍ବ ହେଉଛି, ସେମାନଙ୍କ ସ୍ଵାସ୍ଥ୍ୟ ପ୍ରତି ବିପଦ ସେତିକି ଘନଉଛି ବୋଲି କୁହାଯାଉଛି। ଯଦିଓ ଉଭୟେ ସୁରକ୍ଷିତ ଥିବା ନାସା ପକ୍ଷରୁ … Continue reading ମହାକାଶରୁ ଠିକ୍ ସମୟରେ ନ ଫେରିଲେ ଏହି ରୋଗର ଶିକାର ହୋଇପାରନ୍ତି ସୁନୀତା