ବୋଇଂ ଷ୍ଟାରଲାଇନର୍‌ରେ ସୁଧୁରୁନି ଯାନ୍ତ୍ରିକ ତ୍ରୁଟି, ସୁନିତାଙ୍କ ଫେରିବା ନେଇ ଅନିଶ୍ଚିତତା

ଫ୍ଲୋରିଡା : ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ସୁନିତା ୱିଲିୟମ୍‌ସ ଓ ତାଙ୍କର ସହଯୋଗୀ ବଚ୍‌ ୱିଲମୋର ଚଳିତମାସ ୫ରେ ବୋଇଂ ଷ୍ଟାରଲାଇନର ଯାନରେ ମହାକାଶକୁ ଯାତ୍ରା କରିଥିଲେ। ଆଇଏସଏସ୍‌ରେ ୯ ଦିନ ରହିବା ପରେ ଜୁନ ୧୪ରେ ସୁନିତା ପୃଥିବୀ ପୃଷ୍ଠକୁ ଫେରିବା କଥା। ତେବେ ବୋଇଂ ଷ୍ଟାରଲାଇନରରେ ଯାନ୍ତ୍ରିକ ତ୍ରୁଟି ପରିଲକ୍ଷିତ ହେବାରୁ ସୁନିତାଙ୍କ ଫେରିବା ଏବେମଧ୍ୟ ଅନିଶ୍ଚିତତା ମଧ୍ୟରେ ରହିଛି। ଜୁନ୍‌ ୨୬ରେ ସୁନିତା ଫେରିବେ ବୋଲି ନାସା ପକ୍ଷରୁ କୁହାଯାଇଥିଲା। ତେବେ ଷ୍ଟାରଲାଇନର୍‌ରେ … Continue reading ବୋଇଂ ଷ୍ଟାରଲାଇନର୍‌ରେ ସୁଧୁରୁନି ଯାନ୍ତ୍ରିକ ତ୍ରୁଟି, ସୁନିତାଙ୍କ ଫେରିବା ନେଇ ଅନିଶ୍ଚିତତା