ଇଲେକ୍ଟ୍ରିକ୍ କାରରେ ୧ ଲକ୍ଷ ଟଙ୍କା, ଦୁଇ ଚକିଆ ଇଭିରେ ୫ ହଜାର ଟଙ୍କା ରିହାତି ଘୋଷଣା କଲେ ସରକାର

ନୂଆଦିଲ୍ଲୀ : ୟୁପି ସରକାର ରାଜ୍ୟରେ ହାଇବ୍ରିଡ୍ ଗାଡି ଉପରେ ରୋଡ୍ କର ଛାଡ କରିଛନ୍ତି । ଏହା ପରେ ଗ୍ରାହକଙ୍କୁ ଲକ୍ଷ ଲକ୍ଷ ଟଙ୍କାର ଫାଇଦା ମିଳିବ । ଯୋଗୀ ସରକାର ସାରା ରାଜ୍ୟରେ ଇଭି କ୍ରୟରେ ସବସିଡିକୁ ମଧ୍ୟ ବଢାଇ ଦେଇଛନ୍ତି । କମ୍ପାନୀ ଇଲେକ୍ଟ୍ରିକ୍ ଦୁଇଚକିଆ ଯାନରେ ୫ ହଜାର ଓ ୪ ଚକିଆ ଯାନରେ ୧ ଲକ୍ଷ ଟଙ୍କାର ସବସିଡି ଦେଉଛନ୍ତି । ଗ୍ରାହକଙ୍କୁ ଏହାର ଫାଇଦା ୨୦୨୭ ପର୍ଯ୍ୟନ୍ତ ମିଳିବ … Continue reading ଇଲେକ୍ଟ୍ରିକ୍ କାରରେ ୧ ଲକ୍ଷ ଟଙ୍କା, ଦୁଇ ଚକିଆ ଇଭିରେ ୫ ହଜାର ଟଙ୍କା ରିହାତି ଘୋଷଣା କଲେ ସରକାର