ଗୁଜୁରାଟ ବିଶ୍ୱବିଦ୍ୟାଳୟ ହଷ୍ଟେଲରେ ନମାଜ ପଢ଼ିବାରୁ ଆକ୍ରମଣ, ୨ ହସ୍ପିଟାଲରେ ଭର୍ତ୍ତି

ଡେସ୍କ: ଅହମ୍ମଦାବାଦସ୍ଥିତ ଗୁଜୁରାଟ ବିଶ୍ୱବିଦ୍ୟାଳୟ ହଷ୍ଟେଲରେ ନମାଜ ପାଠ କରୁଥିବାରୁ ବିଭିନ୍ନ ଦେଶରୁ ଆସିଥିବା ଛାତ୍ରଛାତ୍ରୀଙ୍କୁ କିଛି ବ୍ୟକ୍ତି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଶନିବାର ରାତିରେ ଘଟିଥିବା ଏହି ଘଟଣା ପରେ ଶ୍ରୀଲଙ୍କାର ଜଣେ ଏବଂ ତାଜିକିସ୍ତାନର ଅନ୍ୟ ଜଣେ ଛାତ୍ରଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ‘ଯୋଦ୍ଧା’ ବକ୍ସ ଅଫିସ ରିପୋର୍ଟ; ୨ୟ ଦିନରେ ବଢିଲା ଆୟ ୨୦ରୁ ୨୫ ଜଣଙ୍କ ବିରୋଧରେ ଏତଲା ରୁଜୁ କରାଯିବା ସହ ଘଟଣାର ତଦନ୍ତ ପାଇଁ ସୁରକ୍ଷାକର୍ମୀଙ୍କ ୯ଟି ଟିମ୍ … Continue reading ଗୁଜୁରାଟ ବିଶ୍ୱବିଦ୍ୟାଳୟ ହଷ୍ଟେଲରେ ନମାଜ ପଢ଼ିବାରୁ ଆକ୍ରମଣ, ୨ ହସ୍ପିଟାଲରେ ଭର୍ତ୍ତି