ରାସନକାର୍ଡ ଓ ଆବାସରୁ ବଞ୍ଚିତ ଯୋଗ୍ୟ ହିତାଧିକାରୀଙ୍କ ଧାରଣା  

ବାସୁଦେବପୁର:  ଯୋଗ୍ୟ ହିତାଧିକାରୀଙ୍କୁ ମିଳୁନି ରାସନକାର୍ଡ ଓ ଆବାସ । ବ୍ୟାପକ ହେରଫେରକୁ ନେଇ ଧାରଣାରେ ବସିଲେ ଯୋଗ୍ୟ ହିତାଧିକାରୀ । ବାସୁଦେବପୁର ପଞ୍ଚାୟତ ସମିତିରେ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲେ ହେଁ କୈାଣସି ସୁଫଳ ମିଳିପାରିନଥିବା କାରଣରୁ ଶେଷରେ ଯୋଗ୍ୟ ହିତାଧିକାରୀମାନେ ଯୁବ ନେତା ମାନସ ସାହୁଙ୍କ ନେତୃତ୍ବରେ ବିଡିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବସିଥବା ଦେଖିବାକୁ ମିଳିଥିଲା । ସୂଚନା ମୁତାବକ, ବାସୁଦେବପୁର ପଞ୍ଚାୟତ ସମିତି ଅଧିନ ଅରଣ୍ଡୁଆ ଓ ଏଡତାଳ ପଞ୍ଚାୟତର ଶତାଧିକ ହିତାଧିକାରୀ … Continue reading ରାସନକାର୍ଡ ଓ ଆବାସରୁ ବଞ୍ଚିତ ଯୋଗ୍ୟ ହିତାଧିକାରୀଙ୍କ ଧାରଣା