କୁମ୍ଭୀରକୁ ଗଛ ଉପରକୁ ନେଇଗଲା ବାଘ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ : କଲରାପତରିଆ ବାଘ ଓ କୁମ୍ଭୀର ଉଭୟ ଭୟଙ୍କର ଶିକାରୀ । ମାତ୍ର କେବେ ବାଘ ଓ କୁମ୍ଭୀରର ଲଢେଇ ଦେଖିଛନ୍ତି କି? ୨ ଜଣଙ୍କ ଭିତରେ ଲଢେଇ ହେଲେ କିଏ ଜିତିବ ବୋଲି ଅନେକଙ୍କ ମନରେ ପ୍ରଶ୍ନ ଆସିବା ସ୍ୱଭାବିକ । ନିକଟରେ ଭାଇରାଲ୍‌ ହେଉଥିବା ବାଘ ଓ କୁମ୍ଭୀରର ଏକ ଭିଡିଓ ଏବେ ଦ୍ରୁତ ଗତିରେ ଭାଇରାଲ୍‌ ହେଉଛି । ଯାହା ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରୁଛି । ଏହି ଭିଡିଓଟିରେ ବାଘ-କୁମ୍ଭୀରର … Continue reading କୁମ୍ଭୀରକୁ ଗଛ ଉପରକୁ ନେଇଗଲା ବାଘ, ଦେଖନ୍ତୁ ଭିଡିଓ