ଅଜବ ; ପ୍ରକୃତିର ଚମତ୍କାର, ଥିଲା ମରୁଭୂମି ହଠାତ୍ ଚାରି ଆଡ ହେଲା ସବୁଜ ଶ୍ୟାମଳା..

ନୂଆଦିଲ୍ଲୀ : ସାଉଦି ଆରବର ଏକ ଭିଡିଓ ଗତ କିଛି ଦିନ ହେବ ଖୁବ  ଭାଇରାଲ୍ ହେଉଛି। ଯାହାକୁ ଦେଖି ଲୋକଙ୍କ ହୋସ୍ ଉଡି ଯାଉଛି। ସାଉଦି ଆରବର ଏକ ସ୍ଥାନ ଯାହା ସମ୍ପୂର୍ଣ୍ଣ ମରୁଭୂମି ଥିଲା, ଏଥିପାଇଁ ଏହା ପ୍ରସିଦ୍ଧ ମଧ୍ୟ। ମାତ୍ର ହଠାତ୍ ଏହି ସ୍ଥାନ ଓ ଏହାର ଆଖାପାଖ ଅଞ୍ଚଳରେ ସବୁଜ ଶସ୍ୟ ଶ୍ୟାମଳା ସହ ସବୁଜ ଘାସ ଦେଖାଯାଉଛି। ଭିଡିଓକୁ ଦେଖି ଆପଣ ମଧ୍ୟ ଏହାକୁ ସହଜରେ ବିଶ୍ୱାସ କରିବେ ନାହିଁ। … Continue reading ଅଜବ ; ପ୍ରକୃତିର ଚମତ୍କାର, ଥିଲା ମରୁଭୂମି ହଠାତ୍ ଚାରି ଆଡ ହେଲା ସବୁଜ ଶ୍ୟାମଳା..