ସାବଧାନ ! ପେଟ ଯନ୍ତ୍ରଣା, ହଜମ ସମସ୍ୟା: ହୋଇପାରେ ଗ୍ୟାଷ୍ଟ୍ରିକ୍ କର୍କଟ

ସମାଜ ଡିଜିଟାଲ ଡେସ୍କ: କର୍କଟ ରୋଗ ମହାମାରୀ ଭଳି ବ୍ୟାପିବା ଆରମ୍ଭ କରିଛି। ଏହାର ମୁଖ୍ୟ କାରଣ ହେଉଛି ଅସ୍ୱାସ୍ଥ୍ୟକର ଜୀବନଶୈଳୀ। ଆଜିକାଲି ପେଟ ରୋଗ ସମସ୍ୟା ଯୋଗୁ ଅଧିକାଂଶ କର୍କଟ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଜଣାପଡିଛି। ପେଟ ରୋଗ ଜନିତ ସମସ୍ୟା ଥିଲେ ଆପଣ ଗ୍ୟାଷ୍ଟ୍ରିକ୍ କର୍କଟ ରୋଗର ଶିକାର ହୋଇପାରନ୍ତି। ଏହାକୁ ଶୀଘ୍ର ଚିହ୍ନଟ କରି ସଠିକ୍ ଚିକିତ୍ସା କରିବା ଜରୁରୀ। ଭାରତରେ କମ୍‌‌ ବୟସ୍କ କାହିଁକି ହେଉଛନ୍ତି କର୍କଟ ରୋଗର ଶିକାର … Continue reading ସାବଧାନ ! ପେଟ ଯନ୍ତ୍ରଣା, ହଜମ ସମସ୍ୟା: ହୋଇପାରେ ଗ୍ୟାଷ୍ଟ୍ରିକ୍ କର୍କଟ