ଆଉ ଶୁଣିପାରିଲେନି ବିଚାରପତି, କହିଲେ – ଶୁଣାଣି ଯୋଗ୍ୟ ନୁହେଁ…

ଡେସ୍କ: ନିକଟରେ ମାଡ୍ରାସ ହାଇକୋର୍ଟ ଏକ ବିବାହକୁ ରଦ୍ଦ କରି କହିଛନ୍ତି ଯେ ଉଭୟ ସ୍ୱାମୀ-ସ୍ତ୍ରୀ ପରସ୍ପର ପ୍ରତି ସମାନ ଭାବେ ନିଷ୍ଠୁର ଏବଂ ପରସ୍ପରର ପରିବାର ସଦସ୍ୟଙ୍କ ବିରୋଧରେ ଅପମାନଜନକ ଏବଂ ଅଶ୍ଳୀଳ ମନ୍ତବ୍ୟ ଦେଉଥିଲେ। ଜଷ୍ଟିସ ଜି ଜୟଚନ୍ଦ୍ରନ ଓ ଜଷ୍ଟିସ ସି କୁମାରପ୍ପନଙ୍କୁ ନେଇ ଗଠିତ ଖଣ୍ଡପୀଠ ବିବାହ ବିଚ୍ଛେଦ କରି କହିଛନ୍ତି ଯେ ଯେତେବେଳେ ବିବାହିତ ଦମ୍ପତିଙ୍କ ମଧ୍ୟରେ ବାକ୍ ଯୁଦ୍ଧ ଓ ଅସଦାଚରଣ ହୋଇଥାଏ, ସେତେବେଳେ ବିବାହକୁ ବଜାୟ ରଖିବାର … Continue reading ଆଉ ଶୁଣିପାରିଲେନି ବିଚାରପତି, କହିଲେ – ଶୁଣାଣି ଯୋଗ୍ୟ ନୁହେଁ…