ଆସିଲା ‘ପୁଷ୍ପା ୨ ଦି ରୁଲ୍‌’ର ନୂଆ ପୋଷ୍ଟର; ପ୍ରଶଂସକ କହିଲେ ବକ୍ସ ଅଫିସ୍‌ରେ କରିବ ହଇଚଇ, ଭାଙ୍ଗିବ ସବୁ ରେକର୍ଡ..

ମୁମ୍ବଇ : ସାଉଥ୍‌ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ବହୁ ପ୍ରତୀକ୍ଷିତ ଦକ୍ଷିଣ ଭାରତୀୟ ଫିଲ୍ମ‘ପୁଷ୍ପା ୨ ଦି ରୁଲ୍‌’ର ନୂଆ ପୋଷ୍ଟର ରିଲିଜ୍‌ ହୋଇଛି। ଏହି ପୋଷ୍ଟର ପୁଣି ଥରେ ପ୍ରଶଂସକଙ୍କ ଉତ୍କଣ୍ଠାକୁ ଦ୍ୱିଗୁଣ ବଢାଇଛି। ନୂଆ ପୋଷ୍ଟରରେ ଅଭିନେତା ଅଲ୍ଲୁ ଅର୍ଜୁନ୍‌ ନିଜର ସିଗ୍‌ନେଚର୍‌ ପୁଷ୍ପା ଲୁକ୍‌ରେ ନଜର ଆସିଛନ୍ତି। ୧୭ ଅକ୍ଟୋବରରେ ତୁଳା ରାଶିରେ ବୁଦ୍ଧାଦିତ୍ୟ ଯୋଗ; ଜାଣନ୍ତୁ ସମସ୍ତ ରାଶି ଉପରେ ପଡିବ କି ପ୍ରଭାବ.. ପୋଷ୍ଟର ସହ ଫିଲ୍ମ ରିଲିଜ୍‌କୁ ନେଇ … Continue reading ଆସିଲା ‘ପୁଷ୍ପା ୨ ଦି ରୁଲ୍‌’ର ନୂଆ ପୋଷ୍ଟର; ପ୍ରଶଂସକ କହିଲେ ବକ୍ସ ଅଫିସ୍‌ରେ କରିବ ହଇଚଇ, ଭାଙ୍ଗିବ ସବୁ ରେକର୍ଡ..