ସୋନି ଆଣିଲା ବ୍ରାଭିଆ ୭ ସିରିଜ ସ୍ମାର୍ଟଟିଭି, ମିଳୁଛି ଅନେକ ଫିଚର୍

ନୂଆଦିଲ୍ଲୀ : ସୋନି ଭାରତରେ ନିଜ ନୂଆ ଟିଭିର ବଜାର ପ୍ରବେଶ କରିଛି । ଆମେ କହୁଛୁ ସୋନି ବ୍ରାଭିଆ ୭ ସିରିଜ କଥା । କମ୍ପାନୀ ଅନେକ ସ୍କ୍ରିନ୍ ସାଇଜରେ ଏହି ଟିଭି ସିରିଜକୁ ଲଞ୍ଚ୍ କରିଛି । ଏଥିରେ ଆଇମାକ୍ସ ଏନହାନ୍ସଡ ସାର୍ଟିଫିକେସନ ମିଳିବ । ଏହି ସିରିଜ ଏକ ପ୍ରିମିୟମ୍ ଅଫରିଂ, ଯେଉଁଥିରେ ଆପଣଙ୍କୁ ଅନେକ ଫିଚର୍ସ ମିଳିବ । ଉପଭୋକ୍ତା ଏହାକୁ ବିଭିନ୍ନ ଇ-କମର୍ସ ପ୍ଲାଟଫର୍ମରୁ କିଣିପାରିବେ । Related Posts … Continue reading ସୋନି ଆଣିଲା ବ୍ରାଭିଆ ୭ ସିରିଜ ସ୍ମାର୍ଟଟିଭି, ମିଳୁଛି ଅନେକ ଫିଚର୍