ଥରେ ନୁହେଁ କି ଦୁଇ ଥର, ୩୫ ଦିନରେ ୬ ଥର କାମୁଡ଼ିଲା ସାପ

​ଡେସ୍କ: ଥରେ ନୁହେଁ କି ଦୁଇ ଥର, ଉତ୍ତରପ୍ରଦେଶର ଫତେପୁର ଜିଲ୍ଲାରେ ଜଣେ ବ୍ୟକ୍ତିଙ୍କୁ ମାତ୍ର ୩୫ ଦିନରେ ୬ ଥର ସାପ କାମୁଡ଼ିଛି ତେବେ ପ୍ରତିଥର ସେ ସୁସ୍ଥ ହୋଇ ହସ୍ପିଟାଲରୁ ଫେରିଛନ୍ତି। ସୂଚନା ଅନୁଯାୟୀ, ଯେତେବେଳେ ବି ସାପ ବିକାଶ ଦୁବେଙ୍କୁ କାମୁଡୁଛି, ତାଙ୍କୁ ଡାକ୍ତରଖାନା ନିଆଯାଉଛି ଓ ସେ ଚିକିତ୍ସା ପରେ ସୁସ୍ଥ ହେଉଛନ୍ତି। ​ସମ୍ବାଦ ସଂସ୍ଥା ‘ଇଣ୍ଡିଆ ଟୁଡେ’ର ରିପୋର୍ଟ ଅନୁଯାୟୀ, ପ୍ରଥମ ଥର ପାଇଁ ବିକାଶ ଦୁବେଙ୍କୁ ଗତ ଜୁନ … Continue reading ଥରେ ନୁହେଁ କି ଦୁଇ ଥର, ୩୫ ଦିନରେ ୬ ଥର କାମୁଡ଼ିଲା ସାପ