ଦେଖନ୍ତୁ ଭିଡିଓ; ଝିଟିପିଟିକୁ ଗୋଡାଇ ଗୋଡାଇ ଘରେ ପଶିଲା ୧୧ ଫୁଟର ଅହିରାଜ..

ମୟୁରଭଞ୍ଜ : ମୟୁରଭଞ୍ଜର ଏକ ଗାଁରୁ ୧୧ ଫୁଟର ବିଶାଳକାୟ ଅହିରାଜ ସାପ ଉଦ୍ଧାର କରାଯାଇଛି । ସାପ ଦେଖିବା ମାତ୍ରେ ଲୋକେ ସାପ ଧରାଳୀକୁ ଖବର ଦେଇଥିଲେ । ସାପ ଧରାଳୀ ସାପଟିକୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନରେ ଛାଡିଥିଲେ । ଏହି ଘଟଣାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି । #WATCH | Odisha | 11-ft long King Cobra snake was rescued from a … Continue reading ଦେଖନ୍ତୁ ଭିଡିଓ; ଝିଟିପିଟିକୁ ଗୋଡାଇ ଗୋଡାଇ ଘରେ ପଶିଲା ୧୧ ଫୁଟର ଅହିରାଜ..