ଦେଖନ୍ତୁ ଭିଡିଓ ; ନାଗକୁ ମାରିବା ପରେ ନେଉଳର ପିଛା ଛାଡିଲାନି ନାଗୁଣୀ, ୨୪ ଘଣ୍ଟା ଯାଏଁ..

ନୂଆଦିଲ୍ଲୀ : ସାପ ସହ ନେଉଳର ଲଢେଇରେ ଅଧିକାଂଶ ସମୟରେ ନେଉଳ ଜିତିଥିବାର ଦେଖାଯାଏ। ନିକଟରେ ନାଗ,ନାଗୁଣୀ ସହ ନେଉଳର ଏଭଳି ଏକ ଭିଡିଓ ଭାଇରାଲ୍‌ ହେଉଛି, ଯାହା ସଭିଁଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । ନାଗ ଓ ନେଉଳ ଭିତରେ ଲଢେଇ ପରେ ନେଉଳ ନାଗକୁ ମାରିଦେଇଛି। ନାଗର ମୃତ୍ୟୁ ପରେ ନାଗୁଣୀ ନେଉଳର ପିଛା କରିଥିଲା। କିଛି ସମୟ ନୁହେଁ ବରଂ ୨୪ ଘଣ୍ଟା ପିଛା କରିଥିଲା। ନାଗକୁ ଗଛ ଉପରେ ଟାଙ୍ଗି ଛାଡିବା … Continue reading ଦେଖନ୍ତୁ ଭିଡିଓ ; ନାଗକୁ ମାରିବା ପରେ ନେଉଳର ପିଛା ଛାଡିଲାନି ନାଗୁଣୀ, ୨୪ ଘଣ୍ଟା ଯାଏଁ..