ଭିଡିଓ ଦେଖିଲେ ଭୟ ଲାଗିବ; ନଦୀକୂଳରେ ଥିଲେ ୩ ସାଙ୍ଗ, ହଠାତ୍‌ ହେଲା ଏମିତି..

ନୂଆଦିଲ୍ଲୀ : ଅନେକ ସମୟରେ ସୋସିଆଲ ମିଡିଆରେ ଭାଇରାଲ୍‌ ହେଉଥିବା ଭିଡିଓ ଆଶ୍ଚର୍ଯ୍ୟଚକିତ ସହ ଭୟଭୀତ ମଧ୍ୟ କରିଥାଏ । ଅନେକ ସମୟରେ ଦେଖାଯାଏ ଲୋକେ ନିଜ ବନ୍ଧୁଙ୍କ ସହ ବିଭିନ୍ନ ନଦୀ. ସମୁଦ୍ର ଆଦି ସ୍ଥାନକୁ ବୁଲିବାକୁ ଯିବା ସହ ଗାଧୋଇବାର ମଜା ନେଇଥାନ୍ତି । ବେଳେବେଳେ ଏପରି ସ୍ଥାନକୁ ଯାନ୍ତି, ଯେଉଁଠାକୁ ଯିବା ଉଚିତ୍‌ ନୁହେଁ । ଏଥିପାଇଁ ସେମାନଙ୍କ ଜୀବନ ମଧ୍ୟ ବିପଦରେ ପଡିଥାଏ । ନିକଟରେ ଦ୍ରୁତ ଗତିରେ ଭାଇରାଲ ହେଉଥିବା … Continue reading ଭିଡିଓ ଦେଖିଲେ ଭୟ ଲାଗିବ; ନଦୀକୂଳରେ ଥିଲେ ୩ ସାଙ୍ଗ, ହଠାତ୍‌ ହେଲା ଏମିତି..