ଦେଖନ୍ତୁ ଭିଡିଓ ; ମାତ୍ର ୬ ମିନିଟ୍‌ରେ ୧୬ ଫୁଟ୍‌ ଅହିରାଜକୁ କାବୁ କଲେ ମହିଳା ବନ ଅଧିକାରୀ..

ନୂଆଦିଲ୍ଲୀ : କେରଳରୁ ଏକ ଆଶ୍ଚର୍ଯ୍ୟ କରିବା ଓ ହୃଦୟକୁ ଛୁଇଁବା ଭଳି ଘଟଣା ସାମ୍ନାକୁ ଆସିଛି । ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ୍‌ ହେବା ସହ ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରୁଛି । ଏହି ଭିଡିଓରେ ଜଣେ ମହିଳା ବନ ଅଧିକାରୀ ଜି.ଏସ୍‌. ରୋଶନୀ ଏକ ବିଶାଳକାୟ ଅହିରାଜକୁ ଖୁବ୍‌ ସାହାସର ସହ ଧରିଛନ୍ତି । ଭିଡିଓରେ ଦେଖିପାରିବେ, ମହିଳା ଅଧିକାରୀ ସାପ ଧରିବା ପାଇଁ ବ୍ୟବହୃତ ବାଡି ଦ୍ୱାରା … Continue reading ଦେଖନ୍ତୁ ଭିଡିଓ ; ମାତ୍ର ୬ ମିନିଟ୍‌ରେ ୧୬ ଫୁଟ୍‌ ଅହିରାଜକୁ କାବୁ କଲେ ମହିଳା ବନ ଅଧିକାରୀ..