ଦେଖନ୍ତୁ ଭୟଭୀତ କରିବ ଭିଡିଓ ; ଘର ସଫା କରୁଥିଲେ, ଡବା ଭିତରୁ ମିଳିଲା ୧୦୦ ସାପ, ତା’ପରେ
ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ଶାହଜହାଁପୁରରୁ ଏକ ଆଶ୍ଚର୍ଯ୍ୟ କରିବା ଭଳି ଘଟଣା ସାମ୍ନାକୁ ଆସିଛି । ସାଧାରଣତଃ ସାପକୁ ବାହାରେ ହେଉ କିମ୍ବା ଘରେ ଦେଖିଲେ ଭୟ ଲାଗି ଥାଏ। ତେବେ ଚିନ୍ତା କରନ୍ତୁ ଗୋଟିଏ କି ଦୁଇଟି ନୁହେଁ ବରଂ ଏକାଧିକ ସାପକୁ ଏକାଠି ଦେଖିଲେ ହୋସ୍ ଉଡିବା ସାଧାରଣ କଥା। ଘଟଣାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ୍ ହେବା ସହ ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରୁଛି । ଶାହଜହାଁପୁରର … Continue reading ଦେଖନ୍ତୁ ଭୟଭୀତ କରିବ ଭିଡିଓ ; ଘର ସଫା କରୁଥିଲେ, ଡବା ଭିତରୁ ମିଳିଲା ୧୦୦ ସାପ, ତା’ପରେ
Copy and paste this URL into your WordPress site to embed
Copy and paste this code into your site to embed