ତ୍ୱଚାର ଏହି ସଙ୍କେତ ଦିଏ କେତେ ସୁସ୍ଥ ଅଛି ଆପଣଙ୍କ ଶରୀର..

ଆପଣ ଜାଣନ୍ତି କି ତ୍ୱଚା ଯେତେ ସୁସ୍ଥ ରହିବ, ସ୍ୱାସ୍ଥ୍ୟ ସେତେ ଉତ୍ତମ ରହିବ। ଶରୀରର ଅଙ୍ଗ ସଠିକ୍ ଭାବେ କାର୍ଯ୍ୟ କରିଥାଏ। ଖୁବ୍ କମ୍ ଲୋକେ ଜାଣି ଥିବେ ତ୍ୱଚା ଶରୀରର ସମସ୍ତ ଅଙ୍ଗର ରହସ୍ୟ ଖୋଲିଥାଏ। ସେଥିପାଇଁ ଲକ୍ଷ୍ୟ କରିଥିବେ ଡାକ୍ତର ମଧ୍ୟ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସମୟରେ ତ୍ୱଚା ଦେଖି ଥାଆନ୍ତି। ଜାଣନ୍ତୁ.. ତ୍ୱଚାରେ ବ୍ରଣ ହେବା ସାଧାରଣ କଥା। ମାତ୍ର ଗାଲରେ ଲଗାତାର ବ୍ରଣ ହେଉଥିଲେ, ଆଦୌ କମୁନଥିଲେ ଏହାର ଅର୍ଥ … Continue reading ତ୍ୱଚାର ଏହି ସଙ୍କେତ ଦିଏ କେତେ ସୁସ୍ଥ ଅଛି ଆପଣଙ୍କ ଶରୀର..