ବେଆଇନ କରତକଳରେ ଚଢାଉ , ଲକ୍ଷାଧିକ ଟଙ୍କାର କାଠ ଓ ଯନ୍ତ୍ରାଂଶ ଜବତ 

ସିମୁଳିଆ : ଦୀର୍ଘଦିନ ଧରି ସିମୁଳିଆ ଅଞ୍ଚଳରେ ବେଆଇନ କରତକଳ ଚାଲୁଥିବା ନେଇ ବନ ବିଭାଗ ନିକଟରେ ଅଭିଯୋଗ ହୋଇ ଆସୁଥିଲା। ଆଜି ବନ ବିଭାଗ ପକ୍ଷରୁ ମିଳିତ ଚଢାଉ କରାଯାଇ ସିମୁଳିଆ ଥାନାଠାରୁ ଦୁଇ ଶହ ମିଟର ଦୂରରେ ଥିବା ବେଆଇନ କରତକଳକୁ ଜବତ କରିବା ସହ ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ କଟା ଯାଇଥିବା ଜଣାଯାଇଛି। ସକ୍ରିୟ ମୌସୁମୀ ; ୫ ଦିନ ପର୍ଯ୍ୟନ୍ତ ଲାଗି ରହିବ ବର୍ଷା, ଏସବୁ ଜିଲାରେ ପ୍ରବଳ ବର୍ଷିବ.. Related … Continue reading ବେଆଇନ କରତକଳରେ ଚଢାଉ , ଲକ୍ଷାଧିକ ଟଙ୍କାର କାଠ ଓ ଯନ୍ତ୍ରାଂଶ ଜବତ