ଏହି ଗୋଟିଏ ଉପାୟରେ ଦୂର ହେବ ଶନିଙ୍କ କୋପ,ଦଶା ; ମିଳିବ କୃପା

ଶନିଦେବଙ୍କୁ ନ୍ୟାୟର ଦେବତା କୁହାଯାଏ। ଶନିଦେବତା କର୍ମ ଅନୁଯାୟୀ ଫଳ ପ୍ରଦାନ କରିଥାଆନ୍ତି। ତେବେ ଶନିଙ୍କ କ୍ରୋଧରୁ ମୁକ୍ତି ପାଇଁ ଓ କୃପା ପ୍ରାପ୍ତି ପାଇଁ କିଛି ସରଳ ଉପାୟ ରହିଛି। କର୍ମ ଅନୁଯାୟୀ ଫଳ ପ୍ରଦାନ କରୁଥିବା ଶନିଦେବତା ଭଲ କର୍ମ ପାଇଁ ଭଲ ଫଳ ପ୍ରଦାନ କରିଥାଆନ୍ତି। ପୁରାଣ ଅନୁଯାୟୀ, ଶନିବାର ଦିନ ଯେଉଁ ବ୍ୟକ୍ତି ନିୟମିତ ରୂପରେ ଅଶ୍ୱତ୍ଥ ବୃକ୍ଷକୁ ସ୍ପର୍ଶ କରନ୍ତି, ସେମାନଙ୍କର ସମସ୍ତ କଷ୍ଟ ଦୂର ହୋଇଥାଏ। ଶନିଙ୍କ କୋପରୁ … Continue reading ଏହି ଗୋଟିଏ ଉପାୟରେ ଦୂର ହେବ ଶନିଙ୍କ କୋପ,ଦଶା ; ମିଳିବ କୃପା