ଏହି ୬ଟି ଜିନିଷ ଖାଇଲେ : ୧୫ ଦିନରେ କମିବ ପେଟ..

ମୋଟାପଣ ଓ ପେଟ ବଢିବା ଅଧିକାଂଶଙ୍କର ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ଏଥିପାଇଁ ଅନେକ ଉପାୟ ମଧ୍ୟ ଆପଣାଇ ଥାଆନ୍ତି। ତେବେ ଏଭଳି କେତେକ ସହଜ ଉପାୟ ବିଷୟରେ ଜାଣନ୍ତୁ,ଯାହା ଦ୍ୱାରା ମୋଟାପଣ ହ୍ରାସ ହେବା ସହ ପେଟରେ ଥିବା ଅତିରିକ୍ତ ଚର୍ବି ହ୍ରାସ ପାଇଥାଏ। ଜାଣନ୍ତୁ.. ସବୁଜ ପନିପରିବା ସ୍ୱାସ୍ଥ୍ୟ ପାଇଁ ବେଶ ଉପକାରୀ। ପନିପରିବା କ୍ୟାଲୋରୀ କମ୍‌‌ କରିବା ସହ ଫାଇବରରେ ଭରପୁର। ଏଭଳି କି ଅସମୟରେ ଖାଦ୍ୟ ଖାଇବାର ଅଭ୍ୟାସ ଥିଲେ ଏଥି … Continue reading ଏହି ୬ଟି ଜିନିଷ ଖାଇଲେ : ୧୫ ଦିନରେ କମିବ ପେଟ..