ଆୟର୍ଲାଣ୍ଡର ସର୍ବ କନିଷ୍ଠ ପ୍ରଧାନମନ୍ତ୍ରୀ ହେଲେ ଭାରତୀୟ ବଂଶୋଦ୍ଭବ ସାଇମନ୍‌ ହାରିସ୍‌, ଶୁଭେଚ୍ଛା ଜଣାଇଲେ ମୋଦୀ

ଡବଲିନ୍: ଆୟର୍ଲାଣ୍ଡର ଚିତ୍ର ଏବେ ବଦଳିପାରେ, କାରଣ ଲିଓ ଭରାଡକରଙ୍କ ଇସ୍ତଫା ପରେ ଦେଶର ଶାସନ ଭାର ଯୁବକ ନେତୃତ୍ଵଙ୍କୁ ହସ୍ତାନ୍ତର କରାଯାଇଛି। ଶାସକ ଫାଇନ୍‌ ଗେଲ୍‌ ପାର୍ଟି ଭାରତୀୟ ବଂଶୋଦ୍ଭବ ସାଇମନ୍‌ ହାରିସ୍‌ଙ୍କୁ ପ୍ରଧାନମନ୍ତ୍ରୀ ଭାବେ ମନୋନୀତ କରିଛି। ୩୭ ବର୍ଷିୟ ହାରିସ୍‌ ଦେଶର ସର୍ବ କନିଷ୍ଠ ପ୍ରଧାନମନ୍ତ୍ରୀ ହୋଇଛନ୍ତି। ଏହାପୂର୍ବରୁ ଭାରତୀୟ ବଂଶୋଦ୍ଭବ ଲିଓ ଭରାଡକର ଆୟର୍ଲାଣ୍ଡର ସବୁଠୁ ଯୁବ ପ୍ରଧାନମନ୍ତ୍ରୀ ଥିଲେ। ଗତ ମାସ ସେ ନିଜ ପଦରୁ ଇସ୍ତଫା ଦେଇଥିଲେ। ତାଙ୍କ … Continue reading ଆୟର୍ଲାଣ୍ଡର ସର୍ବ କନିଷ୍ଠ ପ୍ରଧାନମନ୍ତ୍ରୀ ହେଲେ ଭାରତୀୟ ବଂଶୋଦ୍ଭବ ସାଇମନ୍‌ ହାରିସ୍‌, ଶୁଭେଚ୍ଛା ଜଣାଇଲେ ମୋଦୀ