ଏସବୁ ଲକ୍ଷଣ ଦେଖାଯାଉଥିଲେ, ଶରୀରରେ ଉଚ୍ଚ କୋଲେଷ୍ଟେରୋଲ୍ ବୃଦ୍ଧିର ଦେଇଥାଏ ସଙ୍କେତ..

ଉଚ୍ଚ କୋଲେଷ୍ଟେରୋଲ୍ ହୃଦୟ ଜନିତ ମାରାତ୍ମକ ରୋଗ ସହ ଷ୍ଟ୍ରୋକ୍ ବିପଦ ସୃଷ୍ଟି କରିଥାଏ। ତେଣୁ ଏହାକୁ ନିୟନ୍ତ୍ରଣରେ ରଖିବା ନିତାନ୍ତ ଆବଶ୍ୟକ। ବିଶେଷ କରି ଶରୀରରେ ରାତି ସମୟରେ ଦେଖାଯାଉଥିବା ଖରାପ ଏଲଡିଏଲ କୋଲେଷ୍ଟେରୋଲର ଲକ୍ଷଣ ଦେଖାଗଲେ ଏହାକୁ ଆଦୌ ଅଣଦେଖା କରନ୍ତୁ ନାହିଁ। ରାତି ସମୟରେ ଆପଣଙ୍କ ପାଦରେ ପୋଡାଜଳା ହେବା ଭଳି ଅନୁଭୂତ ହେବା ଶରୀରରେ ଖରାପ କୋଲେଷ୍ଟେରୋଲ୍ ବୃଦ୍ଧି ହେବାର ସଙ୍କେତ ଦେଇଥାଏ। ରାତିରେ ଶୋଇବା ସମୟରେ ଦୀର୍ଘ ଦିନ ଧରି … Continue reading ଏସବୁ ଲକ୍ଷଣ ଦେଖାଯାଉଥିଲେ, ଶରୀରରେ ଉଚ୍ଚ କୋଲେଷ୍ଟେରୋଲ୍ ବୃଦ୍ଧିର ଦେଇଥାଏ ସଙ୍କେତ..