ଜାଣନ୍ତୁ ; ସ୍ୱାସ୍ଥ୍ୟ ପାଇଁ କେତେ କ୍ଷତିକାରକ ଉଚ୍ଚ ତକିଆରେ ଶୋଇବା..

ଉତ୍ତମ ସ୍ୱାସ୍ଥ୍ୟ ପାଇଁ ନିୟମିତ ୭ ରୁ ୮ ଘଣ୍ଟା ଶୋଇବା ନିତାନ୍ତ ଜରୁରୀ। ଏହାଦ୍ୱାରା ଶରୀରରୁ ରୋଗ ଦୂରେଇ ରହିବା ସହ ଦିନଯାକ ସତେଜ ଅନୁଭବ କରିବେ। ମାତ୍ର ଶୋଇବା ସମୟରେ କିଛି ଦିଗ ପ୍ରତି ଧ୍ୟାନ ଦେବା ନିତାନ୍ତ ଆବଶ୍ୟକ । ତା’ମଧ୍ୟରୁ ଗୋଟିଏ ହେଉଛି ତକିଆ । ବିଭିନ୍ନ ଲୋକେ ଭିନ୍ନ ଭିନ୍ନ ତକିଆ ବ୍ୟବହାର କରନ୍ତି । କିଛି ଲୋକେ ନରମ ତ କିଛି ଅଧିକ ଉଚ୍ଚତା ବିଶିଷ୍ଟ ତକିଆ ବ୍ୟବହାର … Continue reading ଜାଣନ୍ତୁ ; ସ୍ୱାସ୍ଥ୍ୟ ପାଇଁ କେତେ କ୍ଷତିକାରକ ଉଚ୍ଚ ତକିଆରେ ଶୋଇବା..