ବିବାହ ଶୋଭାଯାତ୍ରା ପାଇଁ ମିଳୁନି କାର କି ବସ୍‌‌: ଚିନ୍ତାରେ ବର ଘର

ଡେରାଡୁନ୍‌‌ : ଉତ୍ତରାଖଣ୍ଡରେ ଲୋକସଭା ନିର୍ବାଚନ ଏବଂ ବହୁ ସଂଖ୍ୟକ ବିବାହ ବୁକିଂ ଯୋଗୁ ସାରା ରାଜ୍ୟରେ ବସ୍‌‌ କ୍ୟାବ୍‌‌ ର ଚାହିଦା ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଏହାସହିତ ଯେଉଁ ପରିବାର ପକ୍ଷରୁ ବିବାହ ପାଇଁ ପ୍ରସ୍ତୁତି ଚାଲିଛି ସେମାନଙ୍କୁ ବର୍ତ୍ତମାନ ବିବାହ ଶୋଭାଯାତ୍ରା ପାଇଁ କୌଣସି ଗାଡି ମିଳୁନାହିଁ। ବସ୍‌‌, କାର କିମ୍ବା କ୍ୟାବ୍‌‌ ବୁକ୍‌‌ କରିବାରେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ବର ଘର ଲୋକେ। ଏଠାରେ ଲୋକସଭା ନିର୍ବାଚନ ଯୋଗୁ ବହୁ … Continue reading ବିବାହ ଶୋଭାଯାତ୍ରା ପାଇଁ ମିଳୁନି କାର କି ବସ୍‌‌: ଚିନ୍ତାରେ ବର ଘର