ଗଣତନ୍ତ୍ର ଦିବସ ପାଳନ ପୂର୍ବରୁ ସୁରକ୍ଷା ବ୍ୟବସ୍ଥା କଡାକଡି

ଡେସ୍କ: ରାଜଧାନୀ ଦିଲ୍ଲୀରେ ଗଣତନ୍ତ୍ର ଦିବସ ପାଳନ ପୂର୍ବରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ରେଳବାଇ, ମେଟ୍ରୋ ଷ୍ଟେସନ ଏବଂ ବଜାର ଛକ ସମେତ ଅତି ସମ୍ବେଦନଶୀଳ ସ୍ଥାନଗୁଡିକରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସହରରେ ଡ୍ରୋନ୍, ପାରାଗ୍ଲାଇଡିଂ, ହଟ୍ ଏୟାର ବେଲୁନ୍ ଏବଂ ରିମୋଟ କାର୍ ଇତ୍ୟାଦିକୁ ମଧ୍ୟ ଦିଲ୍ଲୀ ପୁଲିସ ନିଷିଦ୍ଧ କରିଛି। ଏହି ନିଷେଧାଦେଶ ଆସନ୍ତା ମାସ ୧୫ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ। ଏହା ବ୍ୟତୀତ ସମ୍ବେଦନଶୀଳ ଅଞ୍ଚଳରେ ଦିଲ୍ଲୀ ପୁଲିସ … Continue reading ଗଣତନ୍ତ୍ର ଦିବସ ପାଳନ ପୂର୍ବରୁ ସୁରକ୍ଷା ବ୍ୟବସ୍ଥା କଡାକଡି