ଦ୍ବିତୀୟ ପର୍ଯ୍ୟାୟ ମତଦାନ ହେବାକୁ ଥିବା ରାଜ୍ୟମାନଙ୍କରେ ଗ୍ରୀଷ୍ମ ପ୍ରବାହ ଚେତାବନୀ, ଭୋଟିଂରେ ପଡିପାରେ ପ୍ରଭାବ

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟ ଶୁକ୍ରବାର(୨୬ ଏପ୍ରିଲ)ରେ ୧୨ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ୮୯  ଆସନରେ ମତଦାନ ହେବ । ଏହି ଅବସରରେ ଭାରତର ପାଣିପାଗ ବିଭାଗ ମତଦାନ ହେଉଥିବା ୪ ରାଜ୍ୟ ବିହାର, ଉତ୍ତର ପ୍ରଦେଶ, କର୍ଣ୍ଣାଟକ ଏବଂ ପଶ୍ଚିମବଙ୍ଗର କିଛି ଅଂଶରେ ଗ୍ରୀଷ୍ମ ପ୍ରବାହର ଚେତାବନୀ ଦିଆଯାଇଛି । ଗ୍ରୀଷ୍ମ ପ୍ରବାହ ଚେତାବନୀ ନିର୍ବାଚନ ଆୟୋଗଙ୍କୁ ମଧ୍ୟ ଚିନ୍ତାରେ ପକାଇଛି । ବିଶେଷଜ୍ଞଙ୍କ ଅନୁସାରେ ଏହି ରାଜ୍ୟମାନଙ୍କରେ ଝାଞ୍ଜି … Continue reading ଦ୍ବିତୀୟ ପର୍ଯ୍ୟାୟ ମତଦାନ ହେବାକୁ ଥିବା ରାଜ୍ୟମାନଙ୍କରେ ଗ୍ରୀଷ୍ମ ପ୍ରବାହ ଚେତାବନୀ, ଭୋଟିଂରେ ପଡିପାରେ ପ୍ରଭାବ