ହାଇୱା ଧକ୍କାରେ ମହିଳା ମୃତ: କ୍ଷତିପୂରଣ ସହ ରାସ୍ତା ଚଉଡା କରିବା ପାଇଁ ଦାବିରେ ରାସ୍ତାରୋକ

ଭବାନୀପାଟଣା : ଆଜି ଅପରାହ୍ନରେ ସ୍ଥାନୀୟ ଏମଏସଏ ଛକ ନିକଟରେ ଏକ ହାଇୱା ଧକ୍କାରେ ଜଣେ ସ୍କୁଟି ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ଦୟାନିଧି ଛକର ମୃତ୍ୟୁଞ୍ଜୟ ମୁଣ୍ଡଙ୍କ ସ୍ତ୍ରୀ ସଂଜସ୍ମିତା ମୁଣ୍ଡ ବୋଲି ଜଣାପଡିଛି । ସ୍ଥାନୀୟ ଏକ ନର୍ସିଂହୋମରେ ସେ କାମ କରନ୍ତି। ଅପରାହ୍ନ ପ୍ରାୟ ୫ଟା ୩୦ ବେଳକୁ ସେ ସ୍କୁଟିରେ ନର୍ସିଂହୋମ୍ ଯାଉଥିବାବେଳେ ଛକ ପାଖ ବୁଲାଣିରେ ଏକ ହାଇୱା ତାଙ୍କୁ ପଛ ଆଡୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ … Continue reading ହାଇୱା ଧକ୍କାରେ ମହିଳା ମୃତ: କ୍ଷତିପୂରଣ ସହ ରାସ୍ତା ଚଉଡା କରିବା ପାଇଁ ଦାବିରେ ରାସ୍ତାରୋକ